ଶରୀର ପାଇଁ ଉପକାରୀ ଭଜା ଚଣା: ଜାଣନ୍ତୁ କେମିତି ଖାଇବେ ଅଧିକାଂଶ ଲୋକ ଭଜା ଚଣାର ଚୋପା କାଢ଼ିବା ପରେ ଖାଆନ୍ତି, କିନ୍ତୁ ଏହାକୁ ଚୋପା ନ କାଢ଼ି ଖାଇବା ସ୍ବାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ। ଭଜା ଚଣାରେ ଫାଇବରର ପରିମାଣ ଅଧିକ ଥାଏ। ଏହା ମେଟାବୋଲିକ ହାର...