ମାଡ଼ି ଆସୁଛି ଏହି ଭାଇରସ୍, କରିଦେବ କୋମା, ଜାଣି ରଖନ୍ତୁ… ଭୁବନେଶ୍ୱର,୧୪ା୧: ସୋମବାର ପଶ୍ଚିମବଙ୍ଗର ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରୀରେ ନିପା ଭାଇରସ୍ ଚିହ୍ନଟ ହେବା ପରେ ଏବେ ଓଡ଼ିଶାକୁ ଭୟ ଘାରିଛି। ନିପା ଭାଇରସ ଏମିତି ଏକ ରୋଗ ଯାହା ଘୁଷୁରି ଏବଂ ବାଦୁଡ଼ି ଭଳି ପ୍ରାଣୀଠାରୁ ମଣିଷ...