ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ, ଗ୍ରାମବାସୀଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ ବାଲେଶ୍ୱର,୩୦।୭: ବାଲେଶ୍ୱର ସଦର ବ୍ଲକର ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ବେଳେ ଏକ ଅଭାବନୀୟ ଘଟଣା ଘଟି ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ବୈଠକ ଚାଲିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜଣେ ମହିଳା ଅଭିଭାବକଙ୍କୁ ପିଟିଥିବା...