୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…
ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକ ଶିକ୍ଷକ ହେଉଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ସହର ନିକଟସ୍ଥ ବଡ଼ଭରଣ୍ଡି ଗ୍ରାମର…
ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…
ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଉପସ୍ଥିତ ଶିକ୍ଷକଙ୍କୁ ଲୁହା ହତା…
କାନ୍ଥ ଭାଙ୍ଗି ନିୟମିତ ଏହି କାର୍ଯ୍ୟ କରିବାକୁ ଛାତ୍ରାବାସରୁ ଚାଲି ଯାଉଥିଲେ ଛାତ୍ର, ପ୍ରଧାନଶିକ୍ଷକ ନେଲେ ଏମିତି କାର୍ଯ୍ୟାନୁଷ୍ଠାନ
ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ସବୁ ମା-ବାପା ଚାହାନ୍ତି ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହୁଅନ୍ତୁ, ଭଲ ପାଠ ପଢନ୍ତୁ। ଏଥିପାଇଁ ଯେତେ ବାଧାବିଘ୍ନ ଆସିଲେ ବି ମା’ ବାପା ପିଲାଙ୍କ ପାଇଁ ସବୁକିଛି କରନ୍ତି। ଆଉ ପିଲାଙ୍କ ଉଚ୍ଚଶିକ୍ଷା ନେଇ ଅନେକ ସ୍ବପ୍ନ…
ବଦଳି ଦାବି କରି ଅଡ଼ି ବସିଥିଲେ ଆନ୍ଦୋଳନକାରୀ, ଛୁଟିରେ ପଳେଇଲେ ପ୍ରଧାନଶିକ୍ଷକ
ଭୋଗରାଇ,୧୭ା୯(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସିଆଁରୋଇ ପଞ୍ଚାୟତ ବେଲଦା ଗାଁ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବିଭିନ୍ନ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସୋମବାର ଓ ମଙ୍ଗଳବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ ଗେଟ୍ରେ ତାଲାପକାଇ ଉକ୍ତ ପ୍ରଧାନଶିକ୍ଷକଙ୍କୁ…
ପ୍ରଧାନଶିକ୍ଷକ-କମିଟି ସଭାପତି କଳି, ୫ ଦିନ ହେଲା ମଧ୍ୟାହ୍ନଭୋଜନରୁ ବଞ୍ଚିତ ପିଲା
ଧର୍ମଶାଳା,୧୫ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ଲାଗିବା ଫଳରେ ଗତ ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ ରହିଛି । ଯାହାକୁ ନେଇ…
ସ୍ବାଧୀନତା ଦିବସ ପାଳନ କରିବାକୁ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ, ବାଟରେ ଚାପିଦେଲା ଅଜଣା ଗାଡ଼ି
କେନ୍ଦ୍ରାପଡ଼ା,୧୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ କୁମାର…
Archives


