କୁମାରସ୍ବାମୀଙ୍କୁ ନେଇ କର୍ନାଟକ ମନ୍ତ୍ରୀଙ୍କ ଜାତିଆଣ ମନ୍ତବ୍ୟ: ଇସ୍ତଫା ଦାବି କଲା ଜେଡିଏସ୍ ବେଙ୍ଗାଲୁରୁ, ୧୧।୧୧: କର୍ନାଟକ ସରକାରଙ୍କ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ଜମିର ଅହମଦ ଖାନ୍ ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍. ଡି. କୁମାରସ୍ବାମୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ଚନ୍ନାପଟନା…