ରାଜରାସ୍ତାକୁ ଓହ୍ଲାଇ ନେପାଳ ସରକାରଙ୍କୁ ଗାଦିଚ୍ୟୁତ କରିଥିବା Gen Z କିଏ? ଜାଣନ୍ତୁ ଏମାନକୁ ନେଇ ସବୁକିଛି… କାଠମାଣ୍ଡୁ,୯।୯: ନେପାଳରେ ହିଂସାତ୍ମକ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଇସ୍ତଫା ଦେଇସାରିଛନ୍ତି। ଏହାକୁ ନେଇ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି ‘ଜେନ୍ Z’, ଯାହାଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଉଛି।...