‘ତରବରରେ ହୋଇଥିବା ଆଇନ ପିଲାଙ୍କ ପାଇଁ କ୍ଷତିକାରକ’, ଅଷ୍ଟ୍ରେଲିଆରେ ସୋସିଆଲ ମିଡ଼ିଆ ବ୍ୟାନକୁ ବିରୋଧ କଲା ୟୁଟ୍ୟୁବ ସିଡନୀ,୩।୧୨: ଅଷ୍ଟ୍ରେଲିଆ ଡିସେମ୍ବର ୧୦ ତାରିଖରୁ ୧୬ ବର୍ଷରୁ କମ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିବ। ସୋସିଆଲ ମିଡିଆରେ ଏପରି କଟକଣା ଲାଗୁ କରିବାରେ ଏହା ପ୍ରଥମ ଦେଶ ହେବ। ୟୁଟ୍ୟୁବ...