ପ୍ରଥମେ ଧୋନି ଏବେ ହରମନପ୍ରୀତ, ଗେଟ ଓ୍ବେ ଅଫ ଇଣ୍ଡିଆ ସାମ୍ନାରେ ଫଟୋ ଉଠାଇବାର କ’ଣ ରହିଛି କାରଣ? ଜାଣନ୍ତୁ…
ନୂଆଦିଲ୍ଲୀ,୪।୧୧: ହରମନପ୍ରୀତ କୌର ଭାରତୀୟ ମହିଳା ଦଳକୁ ୨୦୨୫ ମହିଳା ବିଶ୍ୱକପ ଟାଇଟଲ ଜିତିବା ସହିତ ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ କେହି ଭାରତୀୟ ମହିଳା ଦଳକୁ ଟାଇଟଲ ଦେଇପାରି ନଥିଲେ।...
ଟିମ୍ ଇଣ୍ଡିଆକୁ ବିଶ୍ୱ ଚାମ୍ପିୟନ କରିଥିବା ହରମନପ୍ରୀତଙ୍କ ସମ୍ପତ୍ତି କେତେ, ଜାଣନ୍ତୁ…
ନୂଆଦିଲ୍ଲୀ,୩।୧୧: ଦୀର୍ଘ ୪୭ ବର୍ଷ ପରେ, ରବିବାର ରାତିରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ ଜିତି ଦେଶକୁ ଗର୍ବିତ କରିଛି। ନଭି ମୁମ୍ବାଇର...
World Cup Trophy ନେବା ପୂର୍ବରୁ ଏମିତି ଇଚ୍ଛା ପ୍ରକାଶ କରିଥିଲେ ହରମନପ୍ରୀତ, ଏହାକୁ ପୂରଣ କଲେନି ଜୟ ଶାହା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ୨୦୨୫ ODI ବିଶ୍ୱକପ ଜିତିଥିଲା। ଦଳର ଅଧିନାୟକ ହରମନପ୍ରୀତ କୌର, ଯାହାଙ୍କ ଅଧିନାୟକତ୍ୱ ଉପରେ ଲଗାତାର ତିନୋଟି ପରାଜୟ...
‘ପରିବର୍ତନ କରିବାର ସମୟ ଆସିଛି’: ହର୍ମନପ୍ରୀତଙ୍କୁ ବିଦା କରିବାକୁ ଦାବି କଲେ ମିଥାଲି ରାଜ
ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଦଳର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଁଛନ୍ତି ଯେ, ‘ହରମାନପ୍ରୀତ କୌରଙ୍କୁ ଜାତୀୟ ଦଳର ଅଧିନାୟକ ଭାବରେ ବଦଳାଯିବା ଉଚିତ। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ...
ପରାଜୟ ପରେ ସାଥି ଖେଳାଳିଙ୍କ ଉପରେ ବର୍ଷିଲେ ହର୍ମନପ୍ରୀତ କୌର
ନୂଆଦିଲ୍ଲୀ,୧୩।୧୦: ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ବରଣ କରିଛି। ମ୍ୟାଚ୍ ପରେ ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ କହିଛନ୍ତି ଯେ, ଦୀପ୍ତି ଶର୍ମାଙ୍କ ସହିତ ତାଙ୍କର ପାର୍ଟନରସିପ ସମୟରେ ଦୁହେଁ...
Archives


