ହରିଆଣା, ଗୋଆକୁ ମିଳିଲା ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ,୧୪।୭: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣା ଏବଂ ଗୋଆରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖରେ ଜଣେ ନୂତନ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ଅଶିମ କୁମାର ଘୋଷଙ୍କୁ ହରିୟାଣାର ରାଜ୍ୟପାଳ ଏବଂ…
ଡବଲ ଇଞ୍ଜିନ ସରକାରକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଚଣ୍ଡିଗଡ଼/ଭୁବନେଶ୍ୱର,୧୭ା୧୦: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ହରିୟାଣାରେ ପହଞ୍ଚିଛନ୍ତି। ଆଜି ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସେ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରମାନେ ଦୁଇଗୁଣା ବିକାଶ। ସେ ଆହୁରି…
୧୭ରେ ହରିୟାଣାରେ ଶପଥ ନେବେ ନୂଆ ସରକାର, ସାମିଲ ହେବେ…
ଚଣ୍ଡିଗଡ଼,୧୨ା୧୦: ଆସନ୍ତା ୧୭ ତାରିଖରେ ହରିୟାଣାର ନୂଆ ସରକାର ଶପଥ ନେବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପଞ୍ଚକୁଲାରେ ଅନୁଷ୍ଠିତ ହେବ। ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ପୂର୍ବାହ୍ନ ୧୦ଟାରେ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ…
ପ୍ରଚାରରେ ପିଲାମାନଙ୍କୁ ବ୍ୟବହାର କରି ଫସିଲା ଭାଜପା! ନୋଟିସ କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୨୮।୮: ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗ ଭାଜପାକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରଚାର ଭିଡିଓରେ ଶିଶୁର ବ୍ୟବହାର ସମ୍ପର୍କରେ ଭାଜପାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଭାଜପାର ଏହି…
ଧରାପଡ଼ିଲା ସ୍କୁଲରେ ବଡ଼ ଧରଣର ଦୁର୍ନୀତି, ସିବିଆଇ ଦାଏର କଲା ମାମଲା
ନୂଆଦିଲ୍ଲୀ, ୨୮।୦୬: ପ୍ରଥମିକ ଶିକ୍ଷା ବିଭାଗରେ ବଡ଼ ଧରଣର ଦୁର୍ନୀତି ହରିୟାଣାରେ ଦେଖିବାକୁ ମିଳିଛି । ପିଲାମାନେ ନଥାଇ ସେମାନଙ୍କର ନାମଲେଖା ଯାଇଛି । ଏହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆକ୍ସନ ମୋଡକୁ ଆସିଛି । ଶିକ୍ଷା ବିଭାଗର…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା
ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି କରିବା ସହିତ ୪ ରାଜ୍ୟ ପାଇଁ ପ୍ରଭାରୀ,ସହପ୍ରଭାରୀ ନିଯୁକ୍ତ କରିଛି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ…
Archives


