ବିଜେଡି ଛାଡ଼ି ବିଷ ଓଗାଳିଲେ ହରିଶଙ୍କର, କହିଲେ ଏବେ ବି ନବୀନଙ୍କର ଯାଇନି ପାଣ୍ଡିଆନ ପ୍ରୀତି, ଚାମଚା ସାଜିଛନ୍ତି ଏସବୁ ନେତା ଭୁବନେଶ୍ୱର,୧୧ା୯: ଗୁରୁବାର ବିଜେଡି ଛାଡ଼ିଛନ୍ତି ଛାତ୍ରନେତା ହରିଶଙ୍କର ରାଉତ। ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି ହରିଶଙ୍କର। ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି। ଏବେବି ପାଣ୍ଡିଆନ ବିଜେଡିକୁ କବ୍ଜା...