ହାତ ଧରିଲେ ହରିଶଙ୍କର ରାଉତ, ପାଣ୍ଡିଆନଙ୍କୁ ସମାଲୋଚନା କରି ବିଜେଡି ଛାଡିଥିଲେ ଭୁବନେଶ୍ୱର,୧୪।୯: ପୂର୍ବତନ ବିଜେଡି ଛାତ୍ର ନେତା ହରିଶଙ୍କର ରାଉତ ଦଳ ଛାଡ଼ିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଆଇସିସିର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଓ ଓପିସିସି ସଭାପତି ଭକ୍ତଚରଣ ଦାସ...