ବିଜୟ ପରେ ବିଶ୍ୱକପ ଟ୍ରଫି ଧରି ହନୁମାନ ମନ୍ଦିରରେ ପହଞ୍ଚିଲେ ଟିମ ଇଣ୍ଡିଆ ଅହମଦାବାଦ,୯।୩: ୨୦୨୬ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଦଳ ଉତ୍ସବର ଆନନ୍ଦରେ ବୁଡ଼ି ରହିଛି। ଫାଇନାଲରେ ପ୍ରଭାବଶାଳୀ ବିଜୟ ପରେ, କେତେଜଣ ଖେଳାଳି ଦେବତାଙ୍କ ଆଶୀର୍ବାଦ ପାଇବା ପାଇଁ ଅହମଦାବାଦର ହନୁମାନ ଟେକ୍ରି ମନ୍ଦିର ପରିଦର୍ଶନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର…