ପ୍ରିନ୍ସପାଲଙ୍କ ସଇତାନ ରୂପ! ପିଲାଙ୍କ ଗୋଡ଼ ବାନ୍ଧି ଝରକାରେ ଓଲଟା ଟାଙ୍ଗି ଦେଲେ, ଆଉ ତା’ପରେ… ପାନିପତ,୨୯।୯: ହରିୟାଣା ପାନିପତର ଏକ ଘରୋଇ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିବାର ଏକ ଘଟଣା ସାମ୍ନାକୁ ଆସିଛି। ପିଲାଟିର ଏକମାତ୍ର ଦୋଷ ଥିଲା ଯେ ସେ ତା’ର ହୋମ ଓ୍ବାର୍କ କରିନଥିଲା। ତା’ପରେ ଶିକ୍ଷକ ତାକୁ...