ଟାରିଫ୍ ପରେ ଏବେ ଭିଜା ‘ବୋମା’: ଟ୍ରମ୍ପ ବଢ଼ାଇଲେ H-1B ଭିଜା ଶୁଳ୍କ, ଭାରତୀୟଙ୍କୁ ବଡ଼ ଝଟ୍କା! ଜାଣନ୍ତୁ… ଓ୍ବାଶିଂଟନ,୨୦।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର...