ଗୁୱାହାଟୀରୁ ଚେନ୍ନାଇ ଯାଉଥିଲା ଇଣ୍ଡିଗୋ ବିମାନ ବାଟରେ ସରିଗଲା ତେଲ, ଟେନସନରେ ଏପରି କରିଦେଲେ ପାଇଲଟ ନୂଆଦିଲ୍ଲୀ,୧୯ା୬: ଗୁୱାହାଟୀରୁ ଚେନ୍ନାଇକୁ ଯାଉଥିବା ଏକ ଇଣ୍ଡିଗୋ ଉଡ଼ାଣ ବୁଧବାର ସନ୍ଧ୍ୟାରେ ଚେନ୍ନାଇ ଆକାଶମଣ୍ଡଳରେ ପହଞ୍ଚିବା ପରେ ଇନ୍ଧନର ଅଭାବ ଯୋଗୁଁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଉଡ଼ାଣ ତଥ୍ୟ ଅନୁଯାୟୀ, ଫ୍ଲାଇଟ 6E6764 ଚେନ୍ନାଇରେ ସନ୍ଧ୍ୟା ୭:୪୫ରେ ପହଞ୍ଚିବାର କାର୍ଯ୍ୟସୂଚୀ...