ଗୁଣପୁରରେ ଲଗାଣ ବର୍ଷା: ବଂଶଧାରାରେ ବନ୍ୟା, ଧାନ ଫସଲ ନଷ୍ଟ, ୧୦ ଗାଁ ବିଚ୍ଛିନ୍ନ ଗୁଣପୁର,୨।୧(ପ୍ରଦୀପ କୁମାର ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷାରୁ ରାୟଗଡ଼ା ଜିଲାର ଗୁଣପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି। ସକାଳୁ ୧୬୦ ମି.ମି. ବର୍ଷା ରେକର୍ଡ୍ ହୋଇଛି। ବଂଶଧାରା ନଦୀର ବିପଦ ସଙ୍କେତ ୮୪ ମିଟରରେ ରହିଥିବାବେଳେ ରାତି ୯ଟାରେ ୮୩.୮୫...