ଲଭର୍ ବଏ ଲୁକ୍ରେ ମାହି, ହାତରେ ଲାଲ୍ ହୃଦୟ ବେଲୁନ୍ ଧରି କହୁଛନ୍ତି ଡାଏଲଗ୍; ଅଭିନୟରେ କରିବେ ଡେବ୍ୟୁ! ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ, ସେ ନିଶ୍ଚିତ ଭାବରେ ଧୋନୀଙ୍କର ପ୍ରଶଂସକ। କିନ୍ତୁ ଏବେ ମାହିଙ୍କ ବିଷୟରେ ଏପରି...