Video: ପୁଅ ବିଶ୍ୱ ଚାମ୍ପିୟନ୍ ହେଲା ପରେ ଭାବୁକ ହେଲେ ଗୁକେଶଙ୍କ ବାପା, ଭିଡିଓ ଭାଇରାଲ୍ ନୂଆଦିଲ୍ଲୀ,୧୨ା୧୨: ଯଦି କାହାର ପୁଅ ୧୮ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ହୁଏ, ତେବେ ବାପାଙ୍କ ଖୁସିର କୌଣସି ସୀମା ରହିନଥାଏ। ୟଙ୍ଗ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ବାପାଙ୍କ ସହ ସମାନ ଘଟଣା ଘଟିଛି। ଗୁକେଶ ଦୁନିଆର ସର୍ବ...