ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ ପାଇଁ ଆସିବ ଗାଇଡ୍ଲାଇନ୍ ଭୁବନେଶ୍ୱର,୩ା୩: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଗଲାଣି। ଫଳରେ ଜନଜୀବନ ପ୍ରଭାବିତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସ୍କୁଲ୍-କଲେଜ ପାଇଁ ସରକାର ନୂଆ ଗାଇଡ୍ଲାଇନ୍ ଆଣିବେ ବୋଲି ରାଜସ୍ବ ମନ୍ତ୍ରୀ...