ଦିନେ ପୁଅ ପାଇଁ ଜମି ବିକ୍ରି କରିଦେଇଥିଲେ ବାପା: ଜାଣନ୍ତୁ ବିସ୍ମୟ କ୍ରିକେଟର୍ ବୈଭବଙ୍କ ବିଷୟରେ କିଛି ଅଜଣା କଥା ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକପାଖିଆ ମ୍ୟାଚ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଇନିଂସ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ରାଜସ୍ଥାନ ସପକ୍ଷରେ ଆଣି ଦେଇଥିଲା। ଏହି ମ୍ୟାଚ୍ରେ ବହୁ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଯାଇଥିଲା।…