IPLରେ ହଙ୍ଗାମା: GT vs PBKS ମ୍ୟାଚ୍ରେ ମୁହାଁମୁହିଁ ହେଲେ ୨ ଶର୍ମା, Video ନୂଆଦିଲ୍ଲୀ,୧୯।୪: କ୍ରିକେଟ ମ୍ୟାଚ୍ରେ ଖେଳାଳିମାନଙ୍କ ମଧ୍ୟରେ କଥା କଟାକଟି ହେବା ସାଧାରଣ କଥା। IPL ଭଳି ଟୁର୍ନାମେଣ୍ଟରେ ଏଭଳି ଘଟଣା ଅନେକ ଥର ଘଟିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦୁଇ...