ନୂଆ GST ପରେ କେତେ ଶସ୍ତା ହେଲା Splender ଏବଂ Activaର ଦାମ? ଜାଣନ୍ତୁ… ନୂଆଦିଲ୍ଲୀ,୫।୯: ନୂଆ ଜିଏସ୍ଟି ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଶସ୍ତା ହୋଇଛି ଦୁଇ ଚକିଆ ଯାନ। ଏମିତିରେ ଯଦି ଆପଣଙ୍କର Splender କିମ୍ବା Activa କିଣିବାର ଯୋଜନା ଅଛି ତେବେ ଆଜିର ଖବରଟି ଆପଣଙ୍କ ପାଇଁ। ଆସନ୍ତୁ ଜାଣିବା...