ପାକିସ୍ତାନ ଜନସଂଖ୍ୟା ନିୟନ୍ତ୍ରଣ ଉଦ୍ୟମକୁ ଝଟ୍କା: କଣ୍ଡୋମ ଶସ୍ତା କରାଇପାରିଲେନି ଶାହବାଜ ଇସଲାମାବାଦ,୧୯ା୧୨: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଜନ୍ମ ନିୟନ୍ତ୍ରଣ ସାମଗ୍ରୀ (କଣ୍ଡୋମ/ଗର୍ଭ ନିରୋଧକ) ଉପରେ ଲାଗୁ ହୋଇଥିବା ୧୮ ପ୍ରତିଶତ ସାଧାରଣ ବିକ୍ରୟ କର (GST)କୁ ତୁରନ୍ତ ଛାଡ଼ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ଦୁନିଆର ଦ୍ରୁତତମ...