Tag Archives: GST

ମିଛ ଜରିମାନା ପକାଇ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ GST ଅଧିକାରୀ, ରେଡ୍‌ ହ୍ୟାଣ୍ଡ୍‌ରେ ଧରିଲା ଭିଜିଲାନ୍ସ

ବଲାଙ୍ଗୀର/ଟିଟିଲାଗଡ଼,୨୯ା୧୦(ସୁନିଲ କୁମାର ମହାନ୍ତି/ଶରତ ମିଶ୍ର): ଟିଟିଲାଗଡ଼ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ...

ପ୍ରଗତିକୁ ତ୍ୱରାନ୍ବିତ କରିବ

ନୂଆଦିଲ୍ଲୀ,୨୩ା୯: କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା ଟିକସରେ ଆଣିଥିବା ସଂସ୍କାର (ଜିଏସ୍‌ଟି ୨.୦) ସୋମବାରରୁ ଲାଗୁ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଏକ ଖୋଲାଚିଠି ଜରିଆରେ ଏହାକୁ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ କହିବା ସହ...

GST ହ୍ରାସ ଦେଶର ଅର୍ଥନୀତିକୁ କରିବ ସୁଦୃଢ଼, ଦୀପାବଳି ପୂର୍ବରୁ ଶସ୍ତା ଜିନିଷ କିଣିବେ ଲୋକେ, ବିଧାୟକ କହିଲେ…

ଭଞ୍ଜନଗର,୨୧ା୯(ବାବୁଲା ପ୍ରଧାନ): କେନ୍ଦ୍ର ସରକାର GSTରେ ସଂସ୍କାର ଆଣିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍‌ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣଜନତା ତାହାର ସୁଫଳ ପାଇବେ। ଏଣିକି...

ଆଉ ମାତ୍ର ୨ ଦିନ ଅପେକ୍ଷା କରନ୍ତୁ, ଘରକୁ ନେବେ ଶସ୍ତା ଜିନିଷ

ନୂଆଦିଲ୍ଲୀ,୨୦।୯: ନୂତନ ସାମଗ୍ରୀ ଏବଂ ସେବା ଟିକସ (GST) ହାର ସୋମବାର (ସେପ୍ଟେମ୍ବର ୨୨) ଠାରୁ ଲାଗୁ ହେବାକୁ ଯାଉଛି। ସରକାର ନୂଆ GST ସ୍ଲାବରେ ଅନେକ ସାମଗ୍ରୀକୁ GSTରୁ ମୁକ୍ତ କରିଛନ୍ତି, ଯାହା ସେପ୍ଟେମ୍ବର ୨୨ ତାରିଖରୁ ଲୋକଙ୍କୁ...

ଜିଏସଟି ସଂସ୍କାର ପରେ କ୍ଷୀର ମୂଲ୍ୟ କମିଲା; ଉପଭୋକ୍ତାଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୧୬।୯: ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ...

ଜିଏସ୍‌ଟି ହ୍ରାସ ସତ୍ତ୍ୱେ ୫, ୧୦, ୨୦ ଟଙ୍କିଆ ପ୍ୟାକେଟ୍‌ ସାମଗ୍ରୀ ମୂଲ୍ୟ କମିବ ନାହିଁ: ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩ା୯: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ହ୍ରାସ ସତ୍ତ୍ୱେ ଲୋକପ୍ରିୟ କମ୍‌ ମୂଲ୍ୟରେ ଉପଲବ୍ଧ ପ୍ୟାକେଟ୍‌ ସାମଗ୍ରୀ ଯଥା ୫ ଟଙ୍କିଆ ବିସ୍କୁଟ୍‌, ୧୦ ଟଙ୍କିଆ ସାବୁନ୍‌ ଓ ୨୦ ଟଙ୍କିଆ ଟୁଥ୍‌ପେଷ୍ଟ ଦାମ୍‌ କମାଯାଇପାରିବ ନାହିଁ ବୋଲି...

୧୮ ମାସର ପରିଶ୍ରମ ପରେ GST ସଂସ୍କାର କରିଛନ୍ତି ସରକାର: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୯ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦ୍ରବ୍ୟ ଆଣ୍ଡ ସେବା କର(ଜିଏସଟି) ସ୍ଲାବକୁ ଦୁଇଟିକୁ ହ୍ରାସ ଓ ଏକୀକରଣ କରିବା ଏବଂ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମକୁ କରମୁକ୍ତ କରିବା ପାଇଁ...

ପାର୍ବଣ ଋତୁରେ ଭାରତର ସହରାଞ୍ଚଳରେ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ: ରିପୋର୍ଟ

ନୂଆଦିଲ୍ଲୀ,୮।୯: ଆସନ୍ତା ପାର୍ବଣ ଋତୁରେ ସହରାଞ୍ଚଳ ଭାରତରେ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଲୋକାଲସର୍କଲ୍ସର ଏକ ରିପୋର୍ଟ ପ୍ରକାଶ କରିଛି। ନିକଟରେ ଘୋଷଣା ହୋଇଥିବା ଜିଏସଟି ହାର ହ୍ରାସ ଯୋଗୁ ଆବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ...

GST ପରେ ଏବେ ଆଉ ଏକ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ସରକାର, ଟ୍ରମ୍ପ ଟାରିଫ ଟେନସନରୁ ଫ୍ରି ହେବେ ବ୍ୟବସାୟୀ

ନୂଆଦିଲ୍ଲୀ,୫।୯: GST (ସାମାନ୍ୟ ସାମଗ୍ରୀ ଏବଂ ସେବା ଟିକସ) ରେ ସଂସ୍କାର ପରେ, କେନ୍ଦ୍ର ସରକାର ଏବେ ଆମେରିକାର ନୂଆ ଶୁଳ୍କ ଦ୍ୱାରା ଅସୁବିଧାରେ ପଡ଼ିଥିବା ରପ୍ତାନିକାରୀଙ୍କ ପାଇଁ ଆଶ୍ୱସ୍ତି ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ସୂତ୍ରକୁ ଉଦ୍ଧୃତ...

ନୂଆ GST ଲାଗୁ ପରେ କର୍କଟ ଚିକିତ୍ସା ଶସ୍ତା ହେବ ନା ମହଙ୍ଗା, ଜାଣନ୍ତୁ…

ନୂଆଦିଲ୍ଲୀ, ୪।୯: ଭାରତରେ କର୍କଟ ରୋଗ ଚିକିତ୍ସା ସବୁବେଳେ ରୋଗୀ ଏବଂ ତାଙ୍କ ପରିବାର ଉପରେ ଏକ ଆର୍ଥିକ ବୋଝ ହୋଇଆସିଛି। ଅତ୍ୟଧିକ କେମୋଥେରାପି ଔଷଧ, ପରୀକ୍ଷା ଏବଂ ଦୀର୍ଘକାଳୀନ ଚିକିତ୍ସା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।...

IPLକୁ ଲାଗିଲା GST ଝଟ୍‌କା: ଏବେ ମହଙ୍ଗା ହୋଇଯିବ ମ୍ୟାଚ୍‌ ଦେଖିବା, ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୪।୯: ସାମଗ୍ରୀ ଏବଂ ସେବା ଟିକସ (GST ସଂସ୍କାର)ର ନୂତନ ଦର କ୍ରିକେଟକୁ ମଧ୍ୟ ପ୍ରଭାବିତ କରିବ। ଏବେ ପ୍ରଶଂସକମାନଙ୍କ ପାଇଁ ଷ୍ଟାଡିୟମକୁ ଯାଇ IPL ମ୍ୟାଚ ଦେଖିବା ମହଙ୍ଗା ହେବ। ସେପ୍ଟେମ୍ବର ୩ରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ...

ନୂଆ GST ଲାଗୁ ହେବା ପରେ ଏତେ ଶସ୍ତା ହେଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ,୪।୯: ଦେଶରେ ସୁନା କିଣୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri