କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ
ନୂଆଦିଲ୍ଲୀ,୭।୨: ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ ବାୟୁରେ ଲଗାଯାଉଛି। ଏହାର ମୂଳରୁ ୧,୦୦୦ ଛୋଟ ଆଳୁ ଗଜା ହୋଇସାରିଛି। ବର୍ତ୍ତମାନ,…


