”ଇସ୍ରାଏଲ ସେନା ଗାଜାରେ ପାଦ ରଖିଲେ, ସେଇଠି ସମାଧି କରିଦିଆଯିବ…” ହମାସ ଯୁଦ୍ଧ ମଧ୍ୟରେ ଇରାନର ଚେତାବନୀ ନୂଆଦିଲ୍ଲୀ,୨୭/୧୦: ଇସ୍ରାଏଲ-ହମାସ ମଧ୍ୟରେ ମଧ୍ୟରେ ଗତ ୨୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଗାଜା ପଟିରେ ହମାସ ଠିକଣା ସ୍ଥଳରେ ଲଗାତାର ବୋମାମାଡ଼ କରୁଛି। ଅନ୍ୟପଟେ ଗାଜାରୁ ହମାସ ଏବଂ ଲେବନାନରୁ ହିଜ୍ଜବୁଲ୍ଲା ଇସ୍ରାଏଲ ଉପରେ ରାକେଟ...