ଭାରତରେ ବଢୁଛି ‘ଗ୍ରେ ଡିଭୋର୍ସ’ ମାମଲା, ଖେଳାଳିଙ୍କଠୁ ଆରମ୍ଭ କରି ଅଭିନେତା ଯାଏ କାହିଁକି ବାଛୁଛନ୍ତି ଏହି ବାଟ ମୁମ୍ବାଇ,୨୬।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଭାରତରେ ବାସ କରନ୍ତି। କିନ୍ତୁ ବିଶ୍ୱରେ ସବୁଠାରୁ କମ୍ ଛାଡପତ୍ର ଭାରତରେ ହୁଏ। ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି ୧୦୦ ଦମ୍ପତିଙ୍କ ମଧ୍ୟରୁ ଗୋଟିଏର ଛାଡପତ୍ର ହୁଏ। କିଛି ସମୟ ଧରି ଏଥିରେ...