ଖାଦ୍ୟ, ଧାନ ସଂଗ୍ରହଣ ନୀତି ୨୦୨୫-୨୬କୁ କ୍ୟାବିନେଟ୍ରେ ମଞ୍ଜୁରୀ, ଖରିଫ ଋତୁରେ ଏତିକି ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ଭୁବନେଶ୍ୱର,୧୦।୧୦: ରାଜ୍ୟ କ୍ୟାବିନେଟ୍ ବୈଠକରେ ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୫-୨୬କୁ ଅନୁମୋଦନ ଦିଆଯାଇଛି। ଏହି ନୀତି ଅନୁଯାୟୀ, ଖରିଫ ଋତୁରେ ୬୩ ଲକ୍ଷ ମେଟ୍ରିକ ଟନ୍ (ପ୍ରାୟ ୯୩ ଲକ୍ଷ ମେଟ୍ରିକ ଟନ୍ ଧାନ) ଚାଉଳ ସଂଗ୍ରହ...