ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି, ଆଶାୟୀଙ୍କ ପାଇଁ ଖୁସି ଖବର ଭୁବନେଶ୍ୱର,୧୦ା୯: ରାଜ୍ୟ ସରକାର ସରକାରୀ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ଆବେଦନ ଓ ପରୀକ୍ଷା ଫିସ୍ ପ୍ରଦାନ ବନ୍ଦ ନିୟମାବଳୀ, ୨୦୨୨କୁ ବାତିଲ କରି ନୂତନ ନିଷ୍ପତ୍ତି ନେଇଛନ୍ତି। ଏଣିକି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ...