ମୁହଁ ଖୋଲିଲେ ରବି ଶାସ୍ତ୍ରୀ! ଗମ୍ଭୀରଙ୍କୁ କଲେ ସିଧା ଟାର୍ଗେଟ
ନୂଆଦିଲ୍ଲୀ,୨।୧୨: ଟେଷ୍ଟ କ୍ରିକେଟରେ କ୍ରମାଗତ ବିଫଳତା ଯୋଗୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରବଳ ଚାପରେ ଅଛନ୍ତି। ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ, ଇଂଲଣ୍ଡ ସହିତ ଡ୍ର ଏବଂ କେବଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ…


