ଗୋପାଳପୁର ଗଣଦୁଷ୍କର୍ମ ମାମଲାକୁ ‘ରେଡ୍ ଫ୍ଲାଗ୍’: କ୍ରାଇମବ୍ରାଞ୍ଚ କରିବ ଘଟଣାର ତଦନ୍ତ କଟକ, ୧୭।୬: ଗୋପାଳପୁରରେ ଘଟିଥିବା ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜି) ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ମାମଲାକୁ ‘ରେଡ୍ ଫ୍ଲାଗ’ ଶ୍ରେଣୀଭୁକ୍ତ କରାଯାଇଛି, ଯାହା ଏହାର ଗୁରୁତ୍ୱ ଏବଂ...