ରାୟଗଡା,୧୦।୩: ସୋମବାର ରାୟଗଡା ଜିଲା କାଣିପାଇ ନିକଟରେ ରେଳପଥ ପାର ହେଉଥିବା ସମୟରେ ଏକ ମାଲବାହୀ ଟ୍ରେନ୍ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଆମ୍ବୁଲାନ୍ସଟି ରାୟଗଡ଼ାର କଲ୍ୟାଣସିଂହପୁର…