GSTରେ ହେବ ବଡ଼ ପରିବର୍ତ୍ତନ: ଚାଷୀ, ମଧ୍ୟବିତ୍ତବର୍ଗଙ୍କୁ ମିଳିବ ଆଶ୍ୱସ୍ତି ନୂଆଦିଲ୍ଲୀ,୨୧ା୮: ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ଗୋଷ୍ଠୀ (GoM)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ GST ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗୃହୀତ କରାଯାଇଛି। ବୈଠକରେ, ଟିକସ ସ୍ଲାବକୁ ୫% ଏବଂ ୧୮%କୁ ହ୍ରାସ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ…