ଧନତେରସର ଗୋଟିଏ ଦିନ ପୂର୍ବରୁ ବଦଳିଲା ସୁନା ଦର? ଚେକ୍ କରନ୍ତୁ ନୂଆ ଦର ନୂଆଦିଲ୍ଲୀ,୧୭ା୧୦: ଆଜି ପୁଣି ବଦଳିଲା ସୁନା ଦର। ଧନତେରସ ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ସୁନା-ରୂପା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୩୨,୭୭୦ ଟଙ୍କା ରହିଛି । ସେହିପରି ୨୨...