ଟ୍ରମ୍ପଙ୍କ ଘୋଷଣା ପରେ ଏତେ ଖସିଲା ସୁନାଦର, ଭୁବନେଶ୍ୱରରେ କେତେ ଅଛି ଜାଣିନିଅନ୍ତୁ… ନୂଆଦିଲ୍ଲୀ,୧୨।୮: ଗତ ଗୋଟିଏ ସପ୍ତାହ ଧରି ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରୁଥ୍ ସୋସିଆଲ ମିଡିଆରେ କେବଳ ଗୋଟିଏ ଘୋଷଣା ସହିତ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର...