ମା’ ଅନ୍ଧାରୀ ଠାକୁରାଣୀଙ୍କ ମୁକୁଟ ଚୋରି କରି ପୁଣି ଫେରାଇ ଦେଲେ ଚୋର, କାରଣ କହିଲେ… ପାଟଣା,୧୬ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ମା’ ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିର କବାଟ ଭାଙ୍ଗି ଅକ୍ଟୋବର ୨୩ତାରିଖ ବିଳମ୍ବିତ ରାତିରେ ଠାକୁରାଣୀଙ୍କ ରୁପା ମୁକୁଟକୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ସେତେବେଳେ ପାଟଣା ଥାନାରେ...