ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି
ଓ୍ବାଶିଂଟନ୍,୨୦।୩: ସାଧାରଣ ଜନତାଙ୍କୁ ଖୁବ୍ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ ଶୀଘ୍ର ଇରାନ ତେଲ ଉପରେ କଟକଣା ପ୍ରତ୍ୟାହାର କରିପାରେ, ଯାହାଦ୍ୱାରା ଅଶୋଧିତ ତୈଳର…


