ବସ୍ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍ ଖେଳାଳିଙ୍କ ଜୀବନ ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍ କ୍ଲବର ଫୁଟବଲ ଖେଳାଳି ବେରେକୁମ୍ ଚେଲ୍ସୀର ଡୋମିନିକ୍ ଫ୍ରିମ୍ପଙ୍ଗ୍ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ସାମ୍ରେବୋଇଠାରେ ସମରଟେକ୍ସ ବିପକ୍ଷ ମ୍ୟାଚ ଖେଳି ବେରେକୁମ୍ ଚେଲ୍ସୀ ଦଳ ଟିମ୍…