ପାଣି ବିନା ସାରା ଜୀବନ ବଞ୍ଚିପାରିବ ଏହି ପ୍ରାଣୀ: କେବେ ଶୁଣି ନ ଥିବେ ନାଁ ଦୁନିଆରେ ବହୁତ ପ୍ରକାରର ପ୍ରାଣୀ ବାସ କରନ୍ତି। ପ୍ରତ୍ୟେକ ପ୍ରାଣୀର ନିଜସ୍ବ ବିଶେଷ ଗୁଣ ଅଛି। କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ପାଣି ନ ପିଇ ୧୦-୧୫ ଦିନ ପର୍ଯ୍ୟନ୍ତ ବଞ୍ଚିପାରନ୍ତି, ଯେପରିକି ଓଟ। କିନ୍ତୁ ଆଜି ଆମେ ଆପଣଙ୍କୁ...