Tag Archives: Gen-Z

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ସହିତ ଜଡିତ ସମଗ୍ର ବ୍ୟବସ୍ଥାକୁ ‘ସଫା’ କରିବାରେ ସଫଳ…

CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଶନିବାର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ କକ୍ରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ମଧ୍ୟ ଏହି ଘଟଣାରେ ସୋସିଆଲ…

ଭାଜପାରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ରାଘବଙ୍କୁ ବଡ଼ ଝଟ୍‌କା, ହଠାତ୍‌ ହରାଇଲେ…

ନୂଆଦିଲ୍ଲୀ,୨୫ା୪: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଛାଡ଼ି ଭାଜପାରେ ଯୋଗ ଦେଇଥିବା ଏମ୍‌ପି ରାଘବ ଚଢ଼ାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବା ପରେ ତାଙ୍କ ଲୋକପ୍ରିୟତାରେ ଏକ ଶକ୍ତ ଆଘାତ ଲାଗିଛି। ଚଢ଼ା କେବଳ…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ ଶପଥ ଗ୍ରହଣ ଉତ୍ସବ ପରେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା…

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜା ଦେଶର ୪୨ ବିଲିୟନ ଡଲାର ଅର୍ଥନୀତିକୁ ପ୍ରାୟ ୫୮୬ ନିୟୁତ…

ପାକିସ୍ତାନରେ ନେପାଳ ଭଳି ପରିସ୍ଥିତି, ରାଜରାସ୍ତାରେ Gen Zର ହୋହାଲ୍ଲା

ଇସଲାମାବାଦ,୭।୧୧: ପାକ ଅଧିକୃତ କଶ୍ମୀର (ପିଓକେ) ଏକ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରତିବାଦ ପ୍ରଦର୍ଶନ କରିଛି। ଗୁରୁବାର ଶହ ଶହ ଯୁବକ ରାସ୍ତାକୁ ଓହ୍ଲାଇଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର, Gen Z ପିଓକେରେ ଆନ୍ଦୋଳନର ନେତୃତ୍ୱ…

‘Gen-Z ବଞ୍ଚାଇବ ସମ୍ବିଧାନ’, ଦେଶରେ ନେପାଳ ଭଳି ନିଆଁ ଜାଳିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୮।୯: ଭୋଟ ଚୋରି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଠିକ ଅଛି, କିନ୍ତୁ ଏବେ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି ଯାହା କୌଣସି ଯୁବ ଭାରତୀୟଙ୍କୁ ପସନ୍ଦ ଆସିବ ନାହିଁ। ସେ ଲେଖିଛନ୍ତି, ‘ଦେଶର ଯୁବକ, ଦେଶର ଛାତ୍ର,…

Gen-z ଆନ୍ଦୋଳନ ପରେ ନେପାଳକୁ ଦେବାକୁ ପଡୁଛି ବହୁମୂଲ୍ୟ? କୋଟି କୋଟି ଟଙ୍କାର କ୍ଷତି ସହ, ୧୦ ହଜାରରୁ ଅଧିକ ଲୋକ ହରାଇଲେ ଚାକିରି

କାଠମାଣ୍ଡୁ,୧୫।୯: ଗତ କିଛି ଦିନ ଧରି ନେପାଳରେ ହୋଇଥିବା ପ୍ରତିବାଦ ଦେଶର ଅର୍ଥନୈତିକ ସ୍ଥିତିକୁ ଏକ ବଡ଼ ଆଘାତ ଦେଇଛି। Gen-z ଆନ୍ଦୋଳନ ଯୋଗୁ ହୋଇଥିବା ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜା ଯୋଗୁ କୋଟି କୋଟି ଟଙ୍କା କ୍ଷତି ହୋଇଛି। ପ୍ରାୟ…

Gen-Zକୁ ଖୁସି କରିଦେଲେ ସୁଶୀଳା କାର୍କି, ନେଲେ ଏତେ ବଡ଼ ନିଷ୍ପତ୍ତି

କାଠମାଣ୍ଡୁ,୧୪।୯: ନେପାଳରେ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସୁଶୀଳା କାର୍କି ଏକ ନିଷ୍ପତ୍ତି ନେଇଛନ୍ତି ଯାହା Gen-Zଙ୍କୁ ଖୁସି କରିବ। ସେ ରବିବାର ଦେଶର ଶାସନଭାର ଗ୍ରହଣ କଲେ ଏବଂ ଦେଶର ତିନି ଦିନିଆ ଜେନେରାଲ ଜେଡ…

Nepo-Kidsଙ୍କ ଉପରେ ଖାଲିଟାରେ ବିଗିଡ଼ି ନାହାଁନ୍ତି ନେପାଳୀ ଯୁବା, ଜାଣନ୍ତୁ ଏହା ପଛର ଅସଲ କାରଣ

କାଠମାଣ୍ଡୁ,୧୨।୯: ନେପାଳ ବର୍ତ୍ତମାନ ପ୍ରତିବାଦର କବଳରେ ଅଛି। ସରକାରଙ୍କ ଅପାରଗତା ବିରୁଦ୍ଧରେ ଲୋକଙ୍କ କ୍ରୋଧ ପ୍ରକାଶ ପାଇଛି ଏବଂ ଏକ ଦେଶବ୍ୟାପୀ ଆନ୍ଦୋଳନ ପରେ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ନେପାଳର ଯୁବକମାନେ ସରକାରରେ ପ୍ରଚଳିତ ଦୁର୍ନୀତି…

Gen-Z ର ନୂଆ ଦାବି, କହିଲା ‘ଆମକୁ ଦରକାର ଯୁବା ପ୍ରଧାନମନ୍ତ୍ରୀ’, ଏବେ ଉଠୁଛି ଅନେକ ପ୍ରଶ୍ନ

କାଠମାଣ୍ଡୁ,୧୨।୯: ନିର୍ଜନ ରାତି ମଧ୍ୟରେ, Gen-Z ଆନ୍ଦୋଳନରେ ଜଳୁଥିବା ନେପାଳରେ ଏକ ନୂତନ ପ୍ରଭାତ ପାଇଁ, ଏକ ଅନ୍ତରୀଣ ସରକାର ଗଠନ ଏବଂ ଏହାର ମୁଖ୍ୟଙ୍କ ନାମ ଉପରେ ଏକ ସର୍ବଦଳୀୟ ସହମତି ହୋଇଥିଲା। Gen-Z ଗୋଷ୍ଠୀଗୁଡ଼ିକର ଦାବି ପୂରଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?