ଗାଜା ଆକ୍ରମଣରେ ଅଲ ଜଜିରାର ୫ ଖବରଦାତାଙ୍କ ମୃତ୍ୟୁ, ଇସ୍ରାଏଲ କହିଲା ଆତଙ୍କବାଦୀ ଜେରୁଜେଲମ,୧୧।୮: ଇସ୍ରାଏଲୀ ସେନା ଗାଜା ସହରରେ ଏକ ବିମାନ ଆକ୍ରମଣରେ ଅଲ ଜଜିରା ସାମ୍ବାଦିକ ଅନସ ଅଲ-ଶରିଫଙ୍କୁ ହତ୍ୟା କରିଛି। ଇସ୍ରାଏଲୀ ସେନା ସାମ୍ବାଦିକଙ୍କୁ ହମାସର ଜଣେ ବଡ଼ ନେତା ବୋଲି କହୁଛି। ଅଲ ଜଜିରା ଏହି ଆକ୍ରମଣକୁ ଦୃଢ଼...