Tag Archives: Gaza

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ କରିଛି। ଏଥିରେ ଅନୂ୍ୟନ ୨୯ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଅସ୍ତ୍ରବିରତି ଲାଗୁ…

ଗାଜା ଶାନ୍ତି ପ୍ରକ୍ରିୟାରେ ସାମିଲ ହେବ ଭାରତ! ନିମନ୍ତ୍ରଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ,୧୮ା୧: ଯୁଦ୍ଧବିଧ୍ୱସ୍ତ ଗାଜାର ପୁନର୍ଗଠନ ଏବଂ ଶାସନ ବ୍ୟବସ୍ଥାର ତଦାରଖ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ‘ବୋର୍ଡ ଅଫ୍ ପିସ୍’ ଗଠନ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡରେ ସାମିଲ ହେବା ପାଇଁ ଟ୍ରମ୍ପ ଭାରତକୁ ନିମନ୍ତ୍ରଣ କରିଥିବା ନେଇ…

‘ଭୁଲ୍’ ମୃତଦେହ ଫେରସ୍ତ ପରେ ଗାଜାରେ ‘ଶକ୍ତିଶାଳୀ ଆକ୍ରମଣ’ ପାଇଁ ନେତନ୍ୟାହୁଙ୍କ ନିର୍ଦ୍ଦେଶ

ଜେରୁଜେଲମ୍,୨୮।୧୦: ଗାଜାରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି ଭଙ୍ଗ ହେବାର ଆଶଙ୍କା ଦେଖାଦେଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଙ୍ଗଳବାର ସେନାର ମୁଖ୍ୟଙ୍କୁ ଗାଜାରେ ‘ଶକ୍ତିଶାଳୀ ଆକ୍ରମଣ’ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନେତନ୍ୟାହୁଙ୍କ ଏହି ଘୋଷଣା ଇସ୍ରାଏଲ୍ ଏବଂ ହମାସ୍…

ଗାଜାରେ ପୁଣି ଆରମ୍ଭ ହେଲା ଯୁଦ୍ଧ! ହମାସ ଉପରେ ବୋମା ବର୍ଷା କଲା ଇସ୍ରାଏଲ

ଜେରୁଜେଲମ,୧୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜାରେ ଅସ୍ତ୍ରବିରତି ପରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଇସ୍ରାଏଲୀ ସେନା ରବିବାର (୧୯ ଅକ୍ଟୋବର, ୨୦୨୫) ଗାଜାରେ ଏକ ବିମାନ ଆକ୍ରମଣ କରିଥିଲା।…

ଗାଜାରେ ଏୟାରଷ୍ଟ୍ରାଇକ୍‌ : ୪୪ ମୃତ

ଡେଇର୍‌ ଅଲ୍‌-ବଲାହ,୨୮ା୯: ଗାଜାରେ ଶନିବାର ସକାଳେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ଏବଂ ଗୁଳିମାଡ଼ରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ଚାପ ବଢ଼ୁଥିବାବେଳେ ଯୁଦ୍ଧ ଜାରି ରଖିବା ଜିଦ୍‌ରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଅଟଳ ରହିଛନ୍ତି। କେନ୍ଦ୍ରୀୟ…

ସମ୍ପୂର୍ଣ୍ଣ ଗାଜା ଦଖଲ କରିବାକୁ ନିର୍ଦ୍ଦେଶ ଦେଲେ ନେତାନ୍ୟାହୁ: ହମାସ ଉପରେ ଚାପ ପାଇଁ ବଡ଼ ପଦକ୍ଷେପ

ଜେରୁଜେଲମ୍‌: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସକୁ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଚାପ ପକାଇବା ଲାଗି ଗାଜା ଷ୍ଟ୍ରିପରେ ସମ୍ପୂର୍ଣ୍ଣ ସାମରିକ ଦଖଲର ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲୀ ଗଣମାଧ୍ୟମ ଅନୁସାରେ, ଏହି ନିଷ୍ପତ୍ତି ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଇସ୍ରାଏଲ ପ୍ରତିରକ୍ଷା…

ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଲା ଗାଜା, ଏବେ ପର୍ଯ୍ୟନ୍ତ ୫୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ହେଲାଣି ମୃତ୍ୟୁ

ଗାଜା,୨୮।୬: ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଶିଫା ହସ୍ପିଟାଲର କର୍ମଚାରୀଙ୍କ ଅନୁଯାୟୀ, ଗାଜା ସହରର ପାଲେଷ୍ଟାଇନ ଷ୍ଟାଡିୟମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ କର୍ମୀଙ୍କ…

ଗାଜା ଉପରେ ପୁଣି ଇସ୍ରାଏଲର ବିମାନ ଆକ୍ରମଣ, ମହିଳା ଶିଶୁ ସମେତ ୩୩ ନିହତ

ଜେରୁଜେଲମ,୪।୪: ଗୁରୁବାର ଇସ୍ରାଏଲୀ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ପ୍ରବଳ ବୋମାମାଡ଼ କରିଥିଲା, ଯେଉଁଥିରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଉତ୍ତର ଗାଜାର ଏକ ସ୍କୁଲକୁ ମଧ୍ୟ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ସେଠାରେ ଆଶ୍ରୟ ନେଇଥିବା…

ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଛନ୍ତି। ଲୋକମାନଙ୍କୁ…

ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୮ା୩: ମଙ୍ଗଳବାର ପ୍ରତ୍ୟୁଷରେ ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଯାହା ପ୍ରାୟ ଦୁଇ ମାସ ପୂର୍ବେ ହମାସ ସହିତ ଇସ୍ରାଏଲର ଯୁଦ୍ଧବିରତି ଆରମ୍ଭ ହେବା ପରେ ଏହି ଅଞ୍ଚଳରେ ପ୍ରଥମ ବଡ଼…

ହମାସ ସହିତ ଗୁପ୍ତ ଆଲୋଚନା କଲା ଆମେରିକା: ରିପୋର୍ଟ

ନୂଆଦିଲ୍ଲୀ, ୫ା୩: ଗାଜାରେ ବନ୍ଦୀ ଥିବା ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କରିବାର ସମ୍ଭାବନା ଉପରେ ଟ୍ରମ୍ପ ପ୍ରଶାସନ ହମାସ ସହିତ ଗୁପ୍ତ ଆଲୋଚନା କରୁଛି। ଆଲୋଚନା ବିଷୟରେ ଜ୍ଞାତ ଥିବା ଦୁଇଟି ସୂତ୍ରକୁ ଉଦ୍ଧୃତ କରି ବୁଧବାର ଆକ୍ସିଓସ୍ ଏହି ରିପୋର୍ଟ…

ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୨୪ ମୃତ, ୯୩ ଆହତ

ଜେରୁଜେଲମ୍‌,୬ା୧୦: ରବିବାର ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍‌ ଅଲ୍‌-ବଲାହସ୍ଥିତ ଅଲ୍‌-ଆକସା ହସ୍ପିଟାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri