ଶୁବମନ ଗିଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର ନୂଆଦିଲ୍ଲୀ,୨୬।୫: ବହୁତ ଦିନ ଧରି ଏକ ଧାରଣା ଥିଲା ଯେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବା ପାଇଁ ଭଲ ଇଂରାଜୀ କହିବା ଏକ ଆବଶ୍ୟକୀୟ ଯୋଗ୍ୟତା। ଯଦିଓ ଜଣେ ଖେଳାଳିଙ୍କର କ୍ରିକେଟ ବିଷୟରେ ଗଭୀର ବୁଝାମଣା ଥିଲା କିମ୍ବା ସେ…