ମାଥ୍ୟୁସଙ୍କ ବିବାଦୀୟ ଆଉଟ: ଶାକିବଙ୍କ ଖେଳୁଆଡ଼ ମନୋଭାବ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ଖେଳାଳି
ନୂଆଦିଲ୍ଲୀ,୬।୧୧: ଚାଲିଥିବା ଦିନିକିଆ ବିଶ୍ୱକପରେ ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅନେକ ବିବାଦୀୟ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶ୍ରୀଲଙ୍କାର ଏଞ୍ଜଲା ମାଥ୍ୟୁସଙ୍କ ଆଉଟ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…

