ଗୌତମ ଗମ୍ଭୀର ‘ହାଏ ହାଏ’: ଭାରତର ଭୟଙ୍କର ପରାଜୟ’ ପରେ ପ୍ରଶଂସକଙ୍କ ତୀବ୍ର ପ୍ରତିକ୍ରିୟା ଗୁଆହାଟି,୨୬।୧୧: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୪୦୮ ରନର ବୃହତ୍ ବ୍ୟବଧାନରେ ପରାଜିତ ହେବା ପରେ ବୁଧବାର ଗୁଆହାଟିର ବର୍ସାପାରା ଷ୍ଟାଡିୟମ୍ ବାହାରେ କ୍ରୋଧିତ ପ୍ରଶଂସକମାନେ “ଗୌତମ ଗମ୍ଭୀର ହାଏ ହାଏ’ ନାରା ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।...