କମିଲା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରରେ ଦେବାକୁ ପଡିବ କେତେ ଟଙ୍କା ନୂଆଦିଲ୍ଲୀ,୧।୬: ଜୁନ ମାସର ପ୍ରଥମ ଦିନରେ ଦେଶର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଯେତେବେଳେ କି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଲଗାତାର ତୃତୀୟ ମାସ...