ବଡ଼ ଧମକ ଦେଲାଣି ଇରାନ! ବୋମା ପକାଇ ଉଡାଇ ଦେବ ଗ୍ୟାସ ସହ ତେଲ ଡିପୋ, ଆମେରିକାକୁ କହିଲା… ତେହରାନ୍,୧୩।୩: ଇରାନ ଆମେରିକାକୁ ଏକ ଚେତାବନୀ ଦେଇଛି, ଯେଉଁଥିରେ କୁହାଯାଇଛି ଯେ ଏହା ଆମେରିକାକୁ ତା’ର କାର୍ଯ୍ୟ ପାଇଁ ପଶ୍ଚାତାପ କରିବାକୁ ବାଧ୍ୟ କରିବ। ଇରାନ ଘୋଷଣା କରିଛି ଯେ ସେ ହର୍ମୁଜ ପ୍ରଣାଳୀ ଉପରେ ତା’ର କବଜାକୁ ଆହୁରି କଡ଼ା…