Tag Archives: ganjam

ଗଞ୍ଜାମ ପୋଲିସର ବାତ୍ୟା ସଚେତନତା, ଏସ୍‌ପିଙ୍କ କାର୍ଯ୍ୟାଳୟର ପ୍ରଶଂସା

ଗଞ୍ଜାମ,୪।୧୨(ଡି.ଏନ୍‌.ଏ.): ବାତ୍ୟା ହେବା ନେଇ ପାଣିପାଗ ବିଭାଗର ଆଗୁଆ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସମୁଦ୍ର କୂଳ…

ଅଳିଆ ଆବର୍ଜନାରେ ଭରପୂର ମେଡିକାଲ ପରିସର

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ସହରକୁ ସ୍ବଚ୍ଛ ଓ ସୁନ୍ଦର ନିମନ୍ତେ ସ୍ବଚ୍ଛ ଭାରତ ମିଶନରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ଗଞ୍ଜାମ ମେଡିକାଲ ପରିସରରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପଡି…

ମଦ ଆଡ୍ଡାରେ ଚଢ଼ାଉ

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.) : ଗଞ୍ଜାମ ଥାନା ବଡ଼ ବଜାରଠାରେ ଚାଖଣl ଦୋକାନରେ ମଦ ଆଡ୍ଡା ଜମୁଥିବା ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଥିଲା l ପୋଲିସକୁ ଦେଖି ମଦ ବୋତଲ…

ପିପୁଲ୍ସ କଲେଜରେ ପହଞ୍ଚିଲେ ବିଶ୍ବବିଦ୍ୟାଳୟର ଦୁଇ ଜଣିଆ ଅନୁଧ୍ୟାନକାରୀ ଦଳ

ବୁଗୁଡ଼ା,୧୮।୧୧(ଡି.ଏନ୍‌.ଏ): ସ୍ଥାନୀୟ ପିପୁଲ୍ସ କଲେଜର ବର୍ଦ୍ଧିତ ସିଟ୍‌ ପାଇଁ ସ୍ଥାୟୀ ସ୍ବୀକୃତି ପ୍ରଦାନ ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଦୁଇ ଜଣିଆ ଏକ ଅନୁଧ୍ୟାନକାରୀ ଦଳ ଗୁରୁବାର ସେଠାରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାଯାଇଛି । ଉକ୍ତ ଦଳରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର…

ପାଣିରେ ଭାସିଗଲା ଅଟୋ

ବ୍ରହ୍ମପୁର ଅଫିସ,୧୫।୧୧: ପାଣିରେ ଭାସି ଯାଉଥିବା ବେଳେ ଅଟୋକୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ରମିଳିଛି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ। ଅଟୋରେ ଜଣେ ମହିଳା ଓ ଦୁଇଜଣ ଶିଶୁ କାଳିପଲ୍ଲୀ ଯିବା ନିମନ୍ତେ ଉକ୍ତ ରାସ୍ତାରେ ଯାଉଥିବା…

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

ଗଞ୍ଜାମ,୧୩।୧୧(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ ଓ ରାତି ତମାମ ବର୍ଷା ଫଳରେ ଧାନ ଚାଷ ଜମି ଗୁଡିକ ଜଳମଗ୍ନ ରହିଥିବା…

ଅନ୍ତରଙ୍ଗ ସିନ୍‌ ବେଳେ ନିୟନ୍ତ୍ରଣ ହରାନ୍ତି ଏହି ଲୋକପ୍ରିୟ ଅଭିନେତା: କଟ୍‌ କହିଲା ପରେ ବି ଦେଇଚାଲନ୍ତି ଚୁମ୍ବନ

ଅନେକ ବଲିଉଡ୍‌ ଅଭିନେତା ଚୁମ୍ବନ ଦୃଶ୍ୟ କିମ୍ବା ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନିୟନ୍ତ୍ରିତ ହୋଇଯା’ନ୍ତି। ଏଥିମଧ୍ୟରୁ ବିନୋଦ ଖାନ୍ନା ଅନ୍ୟତମ, ଯିଏ ଏହିପରି ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ଅନେକ ଥର ନିୟନ୍ତ୍ରଣ ବାହାରକୁ ଚାଲିଯାନ୍ତି। ମାଧୁରୀ ଦୀକ୍ଷିତଙ୍କ ସହ…

ଖୁବ୍‌ଶୀଘ୍ର ରିଲିଜ୍‌ ହେବ ସିଡ୍‌ନାଜଙ୍କ ଅସମାପ୍ତ ମ୍ୟୁଜିକ୍‌ ଭିଡିଓ ‘ଅଧୁରା’

ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକଙ୍କ ଦୀର୍ଘ ଦିନର ଅନୁରୋଧ ଶୀଘ୍ର ପୂରଣ ହେବାକୁ ଯାଉଛି। ‘ସାରେଗାମା’ ଏହି ଦୁଇ କଳାକାରଙ୍କୁ ନେଇ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିବ, ଯାହାକି ସାରେଗାମା ମ୍ୟୁଜିକ୍‌, ୟୁଟ୍ୟୁବ୍‌ ଓ ଅନ୍ୟ ପ୍ରମୁଖ…

ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା

ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ…

ପ୍ରଦୂଷଣ କମାଇବ ବାଉଁଶ

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ…

ବି କରଡାବାଡି ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ

ବୁଗୁଡା,(ଡି.ଏନ.ଏ)-ବୁଗୁଡା ବ୍ଳକ ଅନ୍ତର୍ଗତ ବି କରଡାବାଡି ପଞ୍ଚାୟତ କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ସରପଞ୍ଚ। ଉକ୍ତ ପଞ୍ଚାୟତ ର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ …

ଅମାନିଆଙ୍କଠାରୁ ୪୫ ହଜାର ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ ,୨୩।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି। ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛିଦ୍‌। ସୋମବାର ସକାଳୁ ମଙ୍ଗଳବାର ସକାଳ ୬ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri