ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍: କହିଲେ ସେମାନେ ଗେମ୍ ଚେଞ୍ଜର ନୁହନ୍ତି, ନେମ୍ ଚେଞ୍ଜର ଭୁବନେଶ୍ୱର/ନୂଆପଡ଼ା,୩ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ...