ଶେଫାଳିଙ୍କୁ ଘରୁ ମିଳିଲା ୩ ଔଷଧ: ଫୋରେନ୍ସିକ ଟିମ୍ ଆଶ୍ଚର୍ଯ୍ୟ, ଜାଣନ୍ତୁ କ’ଣ ‘କାଣ୍ଟା ଲଗା ଗର୍ଲ’ ଭାବରେ ପ୍ରସିଦ୍ଧ ଶେଫାଳି ଜରିୱାଲା ଆଉ ଏହି ଦୁନିଆରେ ନାହାନ୍ତି। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଅନ୍ୟ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି। ଶେଫାଲି ଜରିୱାଲା ସମ୍ପୂର୍ଣ୍ଣ ସୁସ୍ଥ…